oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ହଜିଯାଇଥିବା ଅଳଙ୍କାରକୁ ଫେରାଇଲେ, ମାନବିକତାର ପରିଚୟ ଦେଲେ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ

6/05/2022 at 12:10 PM

ଚାନ୍ଦବାଲୀ ୦୬/୦୫ : ଚାନ୍ଦବାଲି ବ୍ଲକ ଘଂଟେଶ୍ୱର ଅଂଚଳରେ ଜଣେ ମହିଳା ଚାନ୍ଦବାଲି ବାଲିଗାଁ ରୋଡ଼ରେ ତେୁଲିଡ଼ିହ ଯାଉଥିବା ସମୟରେ ସେ ତାଙ୍କର ସ୍ଵର୍ଣ୍ଣ ଅଳଙ୍କାରକୁ ବାଟରେ ହଜାଇ ହେଇଥିଲେ ।

ହେଲେ ସେହି ସ୍ଵର୍ଣ୍ଣ ଅଳଙ୍କାରକୁ ଚାନ୍ଦବାଲି (ଏନଏସି) ବାଲିଗାଁର ଭାରତୀୟ ଟେଷ୍ଟବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରାଜ କିଶୋର ସାହୁ ପାଇବା ପରେ ନିଜର ଫେସବୁକ୍ ଓ ହ୍ୱାଟସପରେ ପାଇବାର ସୂଚନା ଦେଇଥିଲେ ।

ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରାଜ କିଶୋର ସାହୁ ହଜିଯାଇଥିବା ସ୍ଵର୍ଣ୍ଣ ଅଳଙ୍କାର ମହିଳାଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଦେବା ସହ ଧନ୍ୟବାଦ ଦେଇଥିଲେ ସଂପୃକ୍ତ ମହିଳା ଶାନ୍ତିଲତା ମିଶ୍ର ଓ ତାଙ୍କ ସ୍ଵାମୀ ହେମ ମିଶ୍ର ।

   Related Posts