ହଜିଯାଇଥିବା ଅଳଙ୍କାରକୁ ଫେରାଇଲେ, ମାନବିକତାର ପରିଚୟ ଦେଲେ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ

Published By : Prameya-News7 Bureau | May 06, 2022 IST

ଚାନ୍ଦବାଲୀ ୦୬/୦୫ : ଚାନ୍ଦବାଲି ବ୍ଲକ ଘଂଟେଶ୍ୱର ଅଂଚଳରେ ଜଣେ ମହିଳା ଚାନ୍ଦବାଲି ବାଲିଗାଁ ରୋଡ଼ରେ ତେୁଲିଡ଼ିହ ଯାଉଥିବା ସମୟରେ ସେ ତାଙ୍କର ସ୍ଵର୍ଣ୍ଣ ଅଳଙ୍କାରକୁ ବାଟରେ ହଜାଇ ହେଇଥିଲେ ।

ହେଲେ ସେହି ସ୍ଵର୍ଣ୍ଣ ଅଳଙ୍କାରକୁ ଚାନ୍ଦବାଲି (ଏନଏସି) ବାଲିଗାଁର ଭାରତୀୟ ଟେଷ୍ଟବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରାଜ କିଶୋର ସାହୁ ପାଇବା ପରେ ନିଜର ଫେସବୁକ୍ ଓ ହ୍ୱାଟସପରେ ପାଇବାର ସୂଚନା ଦେଇଥିଲେ ।

ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରାଜ କିଶୋର ସାହୁ ହଜିଯାଇଥିବା ସ୍ଵର୍ଣ୍ଣ ଅଳଙ୍କାର ମହିଳାଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଦେବା ସହ ଧନ୍ୟବାଦ ଦେଇଥିଲେ ସଂପୃକ୍ତ ମହିଳା ଶାନ୍ତିଲତା ମିଶ୍ର ଓ ତାଙ୍କ ସ୍ଵାମୀ ହେମ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.