scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁଆପଥର ବର୍ଷା ନେଇ ୪ ଜିଲ୍ଲାକୁ ସତର୍କତା, ବିଜୁଳି ଘଡଘଡି ସହ ଝଡ ତୋଫାନ ସମ୍ଭାବନା

24/04/2023 at 12:36 PM

ଭୁବନେଶ୍ବର ୨୪।୪: କୁଆପଥର ବର୍ଷା ନେଇ ୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୪ଟି ଜିଲ୍ଲା ହେଉଛି ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଏବଂ କେନ୍ଦୁଝର । ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ଼ ତୋଫାନ, କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts