oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାମାୟାଙ୍କ ନବରାତ୍ରୀ ଉତ୍ସବ ଆରମ୍ଭ : ଅହମ୍ମଦାବାଦରେ ଜଗତଜନନୀଙ୍କୁ ପୂଜା କଲେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ଦାଣ୍ଡିଆ ଓ ଗରବା ନୃତ୍ୟରେ ଝୁମିଲେ ଦର୍ଶକ

30/09/2019 at 9:15 AM

ଚାରିଆଡେ ଦଶହରା ଧୁନ୍  । ଏହା ସହ ମହାମାୟାଙ୍କ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଛି । ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ, ଦିଲ୍ଲୀ ସମେତ ଅନେକ ରାଜ୍ୟରେ ନବରାତ୍ରୀ ଉତ୍ସବକୁ ବେଶ୍ ଧୂମଧାମରେ ପାଳନ କରାଯାଉଛି। ଗୁଜୁରାଟ ଅହମ୍ମଦାବାଦରେ ନବରାତ୍ରୀ ମହୋତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ।

ପ୍ରଥମ ଦିନରେ ସେ କାର୍ଯ୍ୟକ୍ରମରେ ସାମିଲ ହୋଇ ମାଙ୍କ ପୂଜାର୍ଚ୍ଚନା କରିବା ସହ ଦାଣ୍ଡିଆ ଓ ଗରବା ନୃତ୍ୟର ମଜା ନେଇଛନ୍ତି । ବହୁ ଦେଶ ବିଦେଶର କଳାକାରମାନେ ଗରବାରେ ଆଂଶଗ୍ରହଣ କରିଛନ୍ତି । ସେପଟେ ପଶ୍ଚିମବଙ୍ଗରେ ଦେବୀଙ୍କର ପେଣ୍ଡାଲ ସଜ୍ଜା ହୋଇ ଗଲାଣି ତ କେଉଁଠାରେ ଚକମକିଆ ଆଲୋକମାଳାରେ ଦେବୀଙ୍କର ପ୍ରତିମା ଝଲସୁଛି। କୋଲକତାରେ ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

   Related Posts