ଟିକସ ଫାଙ୍କିଛି ମନୋରମା ଶାଢ଼ୀ ଦୋକାନ, ବରଗଡ ଓ ସମ୍ବଲପୁର ଜିଏସ୍ଟି ବିଭାଗର ଚଢ଼ାଉ
8/06/2023 at 3:54 PM

ବରଗଡ ୮।୬: ବରଗଡ଼ ଜିଲ୍ଲାରେ ଜିଏସ୍ଟି ଚଢାଉ । ଏକ ଶାଢୀ ଦୋକାନରେ ଜିଏସ୍ଟି ବିଭାଗ ଚଢାଉ କରିଛି । ଜିଏସ୍ଟି ଠକେଇ ଅଭିଯୋଗରେ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ବରଗଡ ବାନ୍ଦୁଟିକ୍ରା ସ୍ଥିତ ମନୋରମା ଶାଢ଼ୀ ଦୋକାନରେ ଜିଏସ୍ଟି ଚଢ଼ାଉ କରିଛି । ଟିକସ ଫାଙ୍କିବା ଅଭିଯୋଗରେ ବରଗଡ ଓ ସମ୍ବଲପୁର ଜିଏସ୍ଟି ବିଭାଗ ମିଳିତ ଚଢାଉ କରିଛି । ବାର୍ଷିକ ବ୍ୟବସାୟର ଆକଳନ ଆଧାରକୁ କେନ୍ଦ୍ର କରି ଚଢ଼ାଉ ଜାରି ରହିଛି ।
You Can Read :
Related Posts
୨ ବର୍ଷରେ ସାପ କାମୁଡ଼ାରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ
28 September 2023
ମାନସିକ ଚାପ ଯୋଗୁଁ ନିଖୋଜ ହୋଇଯାଇଥିଲେ ବ୍ୟାଙ୍କ ମ୍ୟାନେଜର: ପୋଲିସ୍
28 September 2023
ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା
28 September 2023
ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି
28 September 2023