ଟିକସ ଫାଙ୍କୁଛନ୍ତି ବ୍ୟବସାୟୀ: ୫ଟି ଦୋକାନରେ ସିଟି ଓ ଜିଏସଟି ଚଢ଼ଉ
9/12/2022 at 5:16 PM

କରଞ୍ଜିଆ ୦୯/୧୨: ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ ଥିବା ୫ ଟି ଦୋକାନରେ ସିଟି (କେନ୍ଦ୍ରୀୟ କର) ଓ ଦ୍ରବ୍ୟ ଏବଂ ସେବା କର ବିଭାଗ (ଜିଏସଟି) ପକ୍ଷରୁ ଚଢ଼ଉ କରାଯାଇଛି। ଦୋକାନ ଏବଂ ଗୋଦାମରେ ଟିକସ ଫାଙ୍କିବା ଅଭିଯୋଗରେ ୭ଟି ସ୍ଥାନରେ ବିଭାଗୀୟ କର୍ମଚାରୀମାନେ ଚଢ଼ଉ କରିଛନ୍ତି। ଡେପୁଟି କମିଶନର କୂଳମଣି ମଲିକଙ୍କ ନେତୃତ୍ୱରେ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର କେନ୍ଦ୍ରୀୟ କର ଓ ଦ୍ରବ୍ୟ ଏବଂ ସେବାକର ବିଭାଗୀୟ କର୍ମଚାରୀ ଚଢ଼ଉ କରିଥିବା ଜଣାପଡ଼ିଛି।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023