AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଟିକସ ଫାଙ୍କୁଛନ୍ତି ବ୍ୟବସାୟୀ: ୫ଟି ଦୋକାନରେ ସିଟି ଓ ଜିଏସଟି ଚଢ଼ଉ    

9/12/2022 at 5:16 PM

କରଞ୍ଜିଆ ୦୯/୧୨: ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ ଥିବା ୫ ଟି ଦୋକାନରେ ସିଟି (କେନ୍ଦ୍ରୀୟ କର) ଓ ଦ୍ରବ୍ୟ ଏବଂ ସେବା କର ବିଭାଗ (ଜିଏସଟି) ପକ୍ଷରୁ ଚଢ଼ଉ କରାଯାଇଛି। ଦୋକାନ ଏବଂ ଗୋଦାମରେ ଟିକସ ଫାଙ୍କିବା ଅଭିଯୋଗରେ ୭ଟି ସ୍ଥାନରେ ବିଭାଗୀୟ କର୍ମଚାରୀମାନେ ଚଢ଼ଉ କରିଛନ୍ତି। ଡେପୁଟି କମିଶନର କୂଳମଣି ମଲିକଙ୍କ ନେତୃତ୍ୱରେ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର କେନ୍ଦ୍ରୀୟ କର ଓ ଦ୍ରବ୍ୟ ଏବଂ ସେବାକର ବିଭାଗୀୟ କର୍ମଚାରୀ ଚଢ଼ଉ କରିଥିବା ଜଣାପଡ଼ିଛି।

   Related Posts