ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଲୁହା ରଡ ସହ ବିଭିନ୍ନ ହାର୍ଡଓ୍ୱେୟାର ଦୋକାନରେ ଚଢାଉ, ଟିକସ ଫାଙ୍କି ଅଭିଯୋଗରେ ରେଡ୍

8/02/2023 at 1:21 PM

କଣ୍ଟାବାଞ୍ଜୀ ୦୮/୦୨: କଣ୍ଟାବାଞ୍ଜି ସହରର ଝାରବାହାଲିଆ ଛକ ନିକଟରେ ଥିବା ଶ୍ରୀ ଭବାନୀ ଷ୍ଟିଲ ସିମେଣ୍ଟ, ଛଡ଼ ଦୋକାନରେ ଜିଏସଡି ଚଢାଉ । ଟିକସ ଫାଙ୍କୁଥିବା ଅଭିଯୋଗରେ ଏହି ଚଢାଉ କରାଯାଉଛି ।

ବଲାଙ୍ଗିର ଜିଏସଟି ଟିମ ପକ୍ଷରୁ ଏହି ଚଢାଉ କରାଯାଇଛି । ବିଭିନ୍ନ କାଗଜପତ୍ର ଯାଂଚ କରାଯାଉଛି । ଭବାନୀ ଷ୍ଟିଲରେ ସିମେଣ୍ଟ, ଛଡ଼ ଓ ବିଭିନ୍ନ ହାର୍ଡୱେର ସାମଗ୍ରୀ ହୋଲସେଲ ରେ ବିକ୍ରି କରୁଥିବା ବେଳେ ସେ ଜିଏସଟି ଫାଙ୍କୁଥିବା ଅଭିଯୋଗ ଆସିୁଥିଲା । ଅଭିଯୋଗ ଆଧାରରେ ଏହି ଚଢାଉ ହୋଇଥିବା ଜଣା ପଡିଛି ।ବଲାଙ୍ଗୀର ନୂଆପଡା ଭବାନୀପାଟଣା CT GST ବିଭାଗର ମିଳିତ ଚଢ଼ାଉ କରିବା ସହ ବିଭିନ୍ନ କାଗଜ ପତ୍ର ଯାଂଚ ଚାଲିଛି ।

   Related Posts