AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଜିଏସଟି ଠକେଇ ଅଭିଯୋଗ; ସ୍ପଞ୍ଜ କାରଖାନା କାର୍ଯ୍ୟାଳୟରେ ଜିଏସଟି ଚଢ଼ଉ

6/09/2022 at 9:25 PM

ରାଉରକେଲା ୦୯/୦୬: ପୁଣି ରାଉରକେଲାରେ ବଡ଼ ଧରଣର ଜିଏସଟି ଚଢ଼ଉ। କଟକ ଜିଏସଟି ବିଭାଗର ଏକ ସ୍ଵତନ୍ତ୍ର ଟିମ ଚଢ଼ଉ କରିଛି। ସିଭିଲ ଟାଉନସିପରେ ଥିବା ଗଣେଷ ମେଟାଲିକ ସ୍ପଞ୍ଜ କାରଖାନା କାର୍ଯ୍ୟାଳୟ ସହିତ ବାସି କଲୋନୀ ଏଲ/୧୪୬ରେ ରହୁଥିବା ଗଣେଷ ମେଟାଲିକ ସ୍ପଞ୍ଜ କାରଖାନାର କର୍ମଚାରୀ ଅଶୋକ ନାୟକଙ୍କ ଘରେ ଏହି ଚଢ଼ଉ କରାଯାଇଛି। ଗଣେଷ ମେଟାଲିକ ସ୍ପଞ୍ଜ କାରଖାନା ଜିଏସଟି ଠକେଇ ଅଭିଯୋଗରେ ଜିଏସଟି  କରିଥିବା ବେଳେ ଏହାର ଲିଙ୍କରେ ସମ୍ବଲପୁର ଆରିୟନ ଆଇରନ ଉପରେ ହୋଇଛି ଜିଏସଟି ଚଢ଼ଉ ହୋଇଛି।

   Related Posts