ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପାନ ମସଲା ଚାଲାଣ ବେଳେ GST ବିଭାଗର ଚଢାଉ, ୧ ଲକ୍ଷ ୭୭ ହଜାର ଟଙ୍କା ଫାଇନ୍ ଆଦାୟ

13/12/2021 at 10:16 AM

ସମ୍ବଲପୁର ୧୩।୧୨: ସମ୍ବଲପୁର ବୁର୍ଲାରେ ଜିଏସଟି ବିଭାଗ ଦ୍ବାରା ଲକ୍ଷାଧିକ ଟଙ୍କାର ଫାଇନ୍ ଆଦାୟ । ଜଣେ ବ୍ୟବସାୟୀ ଗତ ରବିବାର ବିଳମ୍ବିତ ରାତିରେ ବେଆଇନ ଭାବେ ଗୋଟିଏ ପିକଅପ୍ ଭ୍ୟାନ୍ ସହାୟତାରେ ପାନ ମସଲା ନେଉଥିଲେ ।

ତେବେ ବୁର୍ଲା ପୋଲିସ ଦ୍ବାରା ଧରାପଡିବାରୁ ପୋଲିସ ତତ୍ ସମ୍ବନ୍ଧୀୟ କାଗଜପତ୍ର ମାଗିଥିଲେ । ହେଲେ କାଗଜପତ୍ର ଦେଖାଇ ନପାରିବାରୁ ପୋଲିସ ପାନ ମସଲା ବୋଝେଇ ପିକଅପକୁ ଜିଏସଟି ବିଭାଗକୁ ହସ୍ତାନ୍ତର କରିଥିଲା । ଫଳରେ ଜିଏସଟି ବିଭାଗ ଉକ୍ତ ପାନ ମସଲା ନେଉଥିବା ବ୍ୟବସାୟୀ ପ୍ରମୋଦ କୁମାର ଅଗ୍ରଓ୍ବାଲଙ୍କୁ  ୧ ଲକ୍ଷ ୭୭ ହଜାର ୧୭୧ ଟଙ୍କା ଫାଇନ୍ କରାଯାଇଥିବା ନେଇ ସୋମବାର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts