କଟକ ଚୌଦ୍ବାର ସହରରେ ହାତୀ ଉପଦ୍ରବ ; ବ୍ୟାପକ ଧାନ ଫସଲ ନଷ୍ଟ
30/10/2018 at 11:25 AM

କଟକ ୩୦|୧୦: ଚୌଦ୍ବାର ସହରରେ ହାତୀ ଉପଦ୍ରବ । ଚାରବାଟିଆ ଏୟାର ବେସ୍ ପାଚେରୀ ଭାଙ୍ଗି ପଶିଲେ ହାତୀ ପଲ । ଏହା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ଏହି ହାତୀମାନେ ଆଠଗଡ ବନଖଣ୍ଡ ଅଞ୍ଚଳରୁ ଆସିଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଚଳାଇଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023