ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ୪ ଗୁରୁତର
10/06/2018 at 8:46 AM

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ୪ ଗୁରୁତର
ସୋର ଥାନା ତଳନଗର ଅଲିପୁର ଗାଁର ଘଟଣା … ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ … ଦୁଇ ପରିବାର ମଧ୍ୟରେ ଭୁଜାଲିରେ ଆକ୍ରମଣ ହୋଇ ୪ ଜଣ ଗୁରୁତର ହୋଇଛନ୍ତି … ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି … ଅନ୍ୟ ୩ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି … ଉଭୟ ପକ୍ଷରୁ ହଣାହଣି ହୋଇଥିବା ୨ ଦମ୍ପତ୍ତି ହେଲେ ହରିହର ବାରିକ ଓ ସ୍ତ୍ରୀ ସୁକାନ୍ତି ବାରିକ… ବିଦ୍ୟାଧର ବାରିକ ଓ ସ୍ତ୍ରୀ ପ୍ରତିମା ବାରିକ … ହରିହର ବାରିକଙ୍କୁ କଟକ ସ୍ଥାନାନ୍ତର … ଘଟଣାସ୍ଥଳରେ ସୋର ପୋଲିସ ପହଂଚି ତଦନ୍ତ କରୁଛି …