ବାକି ପଇସାକୁ ନେଇ ଗଣ୍ଡଗୋଳ ; ଜଣେ ମୃତ, ୩ ଜଣ ଗୁରୁତର
4/06/2018 at 10:25 AM

ଜଗତସିଂହପୁର ବାଲିକୁଦା ଥାନା ଓସକନା ଗାଁରେ ବାକି ପଇସାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ମାରପିଟ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି | ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
Related Posts
ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ
6 December 2023
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023