scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୁବନେଶ୍ୱର IMIରେ ସେଣ୍ଟର ଅଫ୍ ଏକ୍ସିଲେନ୍ସିର ଶୁଭ ଉଦଘାଟନ, ଛାତ୍ରଛାତ୍ରୀଙ୍କୁ ମିଳିବ ଉନ୍ନତ ଶିକ୍ଷା

5/07/2023 at 6:31 PM

ଭୁବନେଶ୍ୱର: ବାଣିଜ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ଭୁବନେଶ୍ୱରସ୍ଥିତ IMI ଶିକ୍ଷାନୁଷ୍ଠାନ । ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ବାଣିଜ୍ୟଭିତ୍ତିକ ଅନୁଭବ ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ IMI ପରିସରରେ ସେଣ୍ଟର ଅଫ୍ ଏକ୍ସିଲେନ୍ସିର ଶୁଭ ଉଦଘାଟନ ହୋଇଯାଇଛି ।

ଭାରତର ପ୍ରମୁଖ ସଂସ୍ଥା grant Thornton Bharat LLP ସହ ଅନୁବନ୍ଧିତ ହୋଇ IMI ତାର ଛାତ୍ରଛାତ୍ରୀଙ୍କୁ କୁଶଳୀ ତଥା ଉଦ୍ୟୋଗୀ ହେବା ଇଚ୍ଛାକୁ ଦ୍ଵିଗୁଣିତ କରିବା । ବିଶ୍ବସ୍ତରୀୟ ଶିକ୍ଷା କ୍ଷେତ୍ରରେ ଏହି ଭାଗିଦାରୀ  ଜାରି ରହିଥିବା ବେଳେ, ଭାରତରେ ଏଭଳି ପଦକ୍ଷେପକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଥିବା ଜଣାପଡିଛି। ଏହି ଅବସରରେ IMI ର ଡାଇରେକ୍ଟର ପ୍ରଫେସର ରମେଶ ବେହଲ, Grant Thornton ର ପାର୍ଟନର ମନୋଜ ଖର୍ବ,  ନିତେଶ ଜୈନ  ଏବଂ  grant Thornton ର ସହାୟକ ନିର୍ଦ୍ଦେଶକ ଆୟୂଷମାନ ସିଂ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏ ବାବଦରେ ସୂଚନା ଦେଇଥିଲେ ।

Also read- ଦୁନିଆର ସବୁଠୁ ଶସ୍ତା 4G ଫୋନ: ୯୯୯ ଟଙ୍କାରେ Jio Bharat V2 ଲଞ୍ଚ କଲା ଜିଓ

   Related Posts