suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସରକାରୀ ପାଣ୍ଠି ହେରଫେର ଅଭିଯୋଗ

2/06/2018 at 2:51 PM

ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଯୋଜନା ଓ ପାଣ୍ଠିର ବେଆଇନ୍ ଉପେଯାଗ । ସରକାରଙ୍କ ଦ୍ବାରା ନିର୍ଦ୍ଧ।ରିତ ନିୟମାବଳୀକୁ ଅଣଦେଖା କରି ଖୋର୍ଦ୍ଧା । ବ୍ଲକ୍ ପ୍ରଶାସନ ସମ୍ପୁର୍ଣ୍ଣ ମନମୁଖି କରିବା ଓ ପଂଚାୟତର ସରପଂଚ , ସମିତି ସଭ୍ୟ ମାନଙ୍କୁ ଅଣଦେଖା କରି ପାଣ୍ଠି ଓ ଯୋଜନା ବିନିଯୋଗରେ ଅନିୟମିତତା କରୁଥିବା ଅଭିଯୋଗ ନେଇ ଖୋର୍ଦ୍ଧ। ବ୍ଲକ୍ ର ମଲ୍ଲୀପୁର , ଗଡହଳଦିଆ, ନାଲିପଡା ଅର୍ଜୁନପୁର , କେରଙ୍ଗ ଆଦି ୭ ଟି ଗ୍ରାମ ପଂଚାୟତର ସରପଂଚ ଓ ସମିତି ସବ୍ୟ ଖୋର୍ଦ୍ଧ। ବିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବ୍ଲକ୍ ପ୍ରସାସନ ଏଥିପ୍ରତି ଦୃଷ୍ଟି ନଦଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ୭ ଟି ଯାକ ପଂଚାୟତର ସରପଂଚ ଚେତାବନୀ ଦେଇଛନ୍ତି ।

Leave a Reply

   Related Posts