Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି

24/04/2018 at 9:33 AM

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି କରାଯାଇଛି
ଯାହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ରୁ ୭% କୁ ବୃଦ୍ଧି ପାଇଛି
ଏହା ୨ଜାନୁଆରୀ ୨୦୧୮ ରୁ ଲାଗୁ କରାଯାଇଛି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାଵକୁ ଅନୁମୋଦନ ଦେଇଛନ୍ତି
ପେନସନ ପାଉଥିବା ପେନସନଭୋଗୀଙ୍କ ଟି.ଆଇ ରେ ୨% ବୃଦ୍ଧି
ପେନସନ ପାଉନଥିବା ପେନସନଭୋଗୀଙ୍କ ଟି.ଆଇ ରେ ୩% ବୃଦ୍ଧି

Leave a Reply

   Related Posts