ରାଜ୍ୟ ସରକାରଙ୍କ ଘୋଷଣା, ରାଜଧାନୀରେ କାଲି ୧ଟା ପରେ ବନ୍ଦ ରହିବ ସ୍କୁଲ, କଲେଜ୍‌, ସରକାରୀ ଅଫିସ୍‌

Published By : Prameya-News7 Bureau | November 09, 2022 IST

ଭୁବନେଶ୍ୱର, ୦୯/୧୧: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍କୁଲ କଲେଜ ଛୁଟି । କାଲି ଦିନ ଗୋଟାଏ ପରେ ରାଜଧାନୀରେ ସ୍କୁଲ କଲେଜ ଛୁଟି ରହିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଦିନ୧ଟାଏ ପରେ ସ୍କୁଲ, କଲେଜ ଓ ସରକାରୀ ଅଫିସ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.