୧୫୧ କୋଟି ସମ୍ପତ୍ତିର ମାଲିକ ଗୋବିନ୍ଦା, ବିନା ଫିଲ୍ମରେ ବି ବର୍ଷକୁ କମାଇଥାନ୍ତି ଏତିକି ଟଙ୍କା

ନୂଆଦିଲ୍ଲୀ ୦୯/୦୭: ଦୀର୍ଘ ଦିନ ଧରି ଅଭିନୟରୁ ଦୂରେଇ ରହିଥିବା ବଲିଉଡର ହିରୋ ନମ୍ବର ୱାନ୍ ଗୋବିନ୍ଦା ପ୍ରାୟତଃ ଟିଭି ରିଆଲିଟି ଶୋ’ରେ ନଜର ଆସନ୍ତି । ଗୋବିନ୍ଦାଙ୍କ ସର୍ବୋତ୍ତମ ପ୍ରଦର୍ଶନ ଏବଂ ଡ୍ୟାନ୍ସର୍ ଫ୍ୟାନମାନେ ଆଜି ବି ପାଗଳ । ଗୋବିନ୍ଦା ୧୯୮୬ ମସିହାରେ ଫିଲ୍ମ ‘ଇଲଜାମ’ରୁ ତାଙ୍କର ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହା ପରେ ଗୋବିନ୍ଦା ‘ଆଣ୍ଟି ନମ୍ବର ୱାନ୍’, ‘କୁଲି ନମ୍ବର ୱାନ୍’, ‘ହିରୋ ନମ୍ବର ୱାନ୍’, ‘ରାଜା ବାବୁ’, ‘ହସିନା … Continue reading ୧୫୧ କୋଟି ସମ୍ପତ୍ତିର ମାଲିକ ଗୋବିନ୍ଦା, ବିନା ଫିଲ୍ମରେ ବି ବର୍ଷକୁ କମାଇଥାନ୍ତି ଏତିକି ଟଙ୍କା