ଦିନିକିଆ କପିରାପୁଟ ଗସ୍ତରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ
24/05/2018 at 10:56 AM

ବିଏସଏଫ ହେଲିକେପ୍ଟରରେ ଓହ୍ଲାଇ ସର୍କିଟ ହାଉସ ଯାଇଥିଲେ ରାଜ୍ୟପାଳ | ସଦ୍ଭାବନା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟପାଳ | କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ,ସାଂସଦ,ଜିଲ୍ଲାପାଳ ଉପସ୍ଥିତ ଥିଲେ | ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟପାଳ |