ଚିଲିକା ଗସ୍ତ କରି କାଳିଜାଇଙ୍କୁ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍
6/09/2022 at 11:38 PM

ଟାଙ୍ଗୀ ୦୬/୦୯: ଖୋର୍ଦ୍ଧା ଜିଲ୍ଲାର ବଡ଼କୁଳ ପାନ୍ଥ ନୀବାସ ପାଖରେ ଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ରିସର୍ଚ୍ଚ ସେଣ୍ଟର କାର୍ଯ୍ୟାଳୟରେ ରାଜ୍ୟପାଳ ପହଞ୍ଚିବାଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ରାଜ୍ୟପାଳ ଚିଲିକା ଭ୍ରମଣରେ ଯାଇଥିଲେ। ଅତ୍ୟାଧୁନିକ ଯନ୍ତ୍ରପାତିରେ ନିର୍ମିତ ହାଉସ ବୋଟ୍ “ଗରୁଡ଼” ରେ ରାଜ୍ୟପାଳ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପରେ ମା’ କାଳିଜାଇଙ୍କର ଦର୍ଶନ କରିଛନ୍ତି। ମଙ୍ଗଳବାର ମଧ୍ୟ ସେଠାରେ ତାଙ୍କର ରହଣିର ବନ୍ଦୋବସ୍ତ କରାଯାଇଛି। ବୁଧବାର ରାଜ୍ୟପାଳ ଭୁବନେଶ୍ବର ଫେରିବେ ବୋଲି କୁହାଯାଇଛି।
Related Posts
ତହସିଲ୍ ଅଫିସ୍ ଆଗରେ ୭ ଦଫା ଦାବିରେ ମତ୍ସ୍ୟଜୀବିଙ୍କ ଧାରଣ
30 January 2023