ଭୁବନେଶ୍ବର: ରାଜ୍ୟରେ ସରକାରୀ କାର୍ଯ୍ୟ ଓଡ଼ିଆରେ ହେବ । ବଜାରରେ ଓ କାର୍ଯ୍ୟାଳୟ ଫଳକଗୁଡ଼ିକ ଓଡ଼ିଆ କିମ୍ବା ଦ୍ବିଭାଷୀ ରଖିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଏକାଧିକବାର ଆସିଲାଣି । ପୂର୍ବ ସରକାର ସମୟରେ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନର ମୋହନ ସରକାର ଏହାକୁ କଡ଼ା କଡ଼ି ଭାବେ ଲାଗୁ କରିବା ଲାଗି ଗତ ୨୭ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି।
ଭଡ଼ାଘରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର