Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ପାକିସ୍ତାନକୁ ଝଟକା, POKକୁ ପ୍ରାନ୍ତ କରିବାକୁ ୨୪ତମ ଉଦ୍ୟମ ବିଫଳ, ସରକାର ପ୍ରତ୍ୟାହାର କଲେ ବିଧେୟକ

30/08/2022 at 7:07 PM

ପେଶାୱର ୩୦।୮: ପାକ୍‌ ଅଧିକୃତ କାଶ୍ମୀର (ପିଓକେ)କୁ ନିଜ କର୍ତୃତ୍ୱାଧୀନ କରିବା ପାଇଁ ପାକିସ୍ତାନର ୨୪ତମ ଉଦ୍ୟମ ମଧ୍ୟ ବିଫଳ ହୋଇଛି। ପିଓକେକୁ ଦେଶର ପୃଥକ ପ୍ରାନ୍ତ କରିବା ପାଇଁ ସରକାର ଆଣିଥିବା ସମ୍ବିଧାନ ସଂଶୋଧି ବିଧେୟକ ଦୃଢ ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ସରକାର ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଛନ୍ତି। ତେବେ ପିଓକେକୁ ନିଜ ଅଧିକାରକ୍ଷତ୍ର ଭୁକ୍ତ କରିବା ପାଇଁ ପାକିସ୍ତାନର ପଞ୍ଚଦଶତମ ସମ୍ବିଧାନ ସଂଶୋଧନ ବିଫଳ ହୋଇଛି।

ତେବେ ସରକାରଙ୍କ ସମ୍ବିଧାନ ସଂଶୋଧନକୁ ସ୍ଥାନୀୟ ଲୋକେ ପିଓକେର ପରିଚୟ ନଷ୍ଟ କରିବା ପାଇଁ ଏକ ହୀନ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତେବେ ସରରକାରଙ୍କ ଚାଲ କୁ ସଫଳ  କରାଇ ଦିଆଯିବନି ବୋଲି ଆନ୍ଦୋଳନକାରୀ କହିଛନ୍ତି। ବିଧେୟକରେ ସ୍ଥାନୀୟ ପାଳିକା ଓ ପୌରାଞ୍ଚଳ ପାଇଁ ପୃଥକ ନିର୍ବାଚନ ଆୟୋଗ ସ୍ଥାପନାର ସୁପାରିଶ କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ପିଓକେ ରେ ସରକାରଙ୍କ ବିରୋଧକାରୀଙ୍କୁ ଦେଶଦ୍ରୋହୀ ଓ ଏଜେଣ୍ଟ ବୋଲି କୁହାଯାଏ। ସେମାନଙ୍କୁ ଗିରଫ କରି ଜେଲରେ ଭର୍ତି କରାଯିବା ସହ ନିର୍ଯାତନା ଦିଆଯାଏ।  

   Related Posts