Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଗୋପାଳପୁର କୈଳାସ ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ୪ ଅଟକ

8/10/2018 at 2:34 PM

ଗଞ୍ଜାମ ୮|୧୦:  ବ୍ରହ୍ମପୁର ଗୋପାଳପୁର ଥାନା ନୂଆଗୋଳାବନ୍ଧ କୈଳାସ ପ୍ରଧାନ ହତ୍ୟା ଘଟଣାରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଧବଳେଶ୍ୱର ନିକଟ ଖେଳ ପଡିଆରୁ କୈଳାସ ପ୍ରଧାନଙ୍କ ମୃତଦେହ ମିଳିଥିଲା । ତାଙ୍କୁ କାଟି ହତ୍ୟା କରାଯାଇଛି । ମୃତକ କୈଳାସଙ୍କ ଘର ନୟାଗଡ ଜିଲ୍ଲା ମାଛିପଡାରେ | ସେ ଭିକ୍ଷାବୃତି କରି ଚଳୁଥିଲେ | ଘଟଣାସ୍ଥଳରେ ଗୋପାଳପୁର ପୋଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନିୟୋଜିତ କରି ତଦନ୍ତ କରୁଛି ପୋଲିସ |

   Related Posts