ଗୋପାଳପୁର କୈଳାସ ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ୪ ଅଟକ
8/10/2018 at 2:34 PM

ଗଞ୍ଜାମ ୮|୧୦: ବ୍ରହ୍ମପୁର ଗୋପାଳପୁର ଥାନା ନୂଆଗୋଳାବନ୍ଧ କୈଳାସ ପ୍ରଧାନ ହତ୍ୟା ଘଟଣାରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଧବଳେଶ୍ୱର ନିକଟ ଖେଳ ପଡିଆରୁ କୈଳାସ ପ୍ରଧାନଙ୍କ ମୃତଦେହ ମିଳିଥିଲା । ତାଙ୍କୁ କାଟି ହତ୍ୟା କରାଯାଇଛି । ମୃତକ କୈଳାସଙ୍କ ଘର ନୟାଗଡ ଜିଲ୍ଲା ମାଛିପଡାରେ | ସେ ଭିକ୍ଷାବୃତି କରି ଚଳୁଥିଲେ | ଘଟଣାସ୍ଥଳରେ ଗୋପାଳପୁର ପୋଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନିୟୋଜିତ କରି ତଦନ୍ତ କରୁଛି ପୋଲିସ |
Related Posts
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023