ମାଲବାହୀ ଟ୍ରେନ୍‌ରୁ ହଠାତ୍ ଅଲଗା ହୋଇଗଲା ଇଞ୍ଜିନ, ପରେ ଚଳାଚଳ ସ୍ୱାଭାବିକ

ଚଣ୍ଡିଖୋଲ ୨୭।୭: ମାଲବାହୀ ଟ୍ରେନରୁ ହଠାତ ଅଲଗା ହୋଇଗଲା ଇଞ୍ଜିନ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ହରିଦାସପୁର-ପାରାଦୀପ ରେଳପଥରେ । ଗୁରୁବାର ସକାଳୁ ପାରାଦୀପରୁ ହରିଦାସପୁର ଅଭିମୁଖେ ଯାଉଥିବା ସମୟରେ ପତରାଜପୁର ନିକଟରେ ହଠାତ ଇଞ୍ଜିନଟି ମାଲବାହୀ ଟ୍ରେନରୁ ଅଲଗା ହୋଇଯାଇଥିଲା । ବଗି ଛାଡି କିଛି ବାଟ ଇଞ୍ଜିନ ପଳାଇ ଯାଇଥିବା ବେଳେ କିଛି ସମୟ ପରେ ରେଳବାଇ କର୍ତ୍ତୃପକ୍ଷ ଇଞ୍ଜିନକୁ ଲଗାଇବାରୁ ଏହି ମାଲବାହୀ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । … Continue reading ମାଲବାହୀ ଟ୍ରେନ୍‌ରୁ ହଠାତ୍ ଅଲଗା ହୋଇଗଲା ଇଞ୍ଜିନ, ପରେ ଚଳାଚଳ ସ୍ୱାଭାବିକ