କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଏସିଆ କପ୍ ଓ ବିଶ୍ଵକପ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଖବର। ଆଗାମୀ ଏସିଆ କପ୍ ଏବଂ ଆଇସିସି ବିଶ୍ଵ କପ୍ ଦର୍ଶକ ମାଗଣାରେ ଦେଖି ପାରିବେ ବୋଲି ଘୋଷଣା କରିଛି ଡିଜନୀ ପ୍ଲସ୍ ହଟ୍ଷ୍ଟାର। ମୋବାଇଲ୍ରେ ମ୍ୟାଚ୍ ଦେଖୁଥିବା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଖୁସିର ଖବର। ଡିଜନୀ ପ୍ଲସ୍ ହଟ୍ଷ୍ଟାର ପୂରା ଦେଶରେ ଥିବା ନିଜର ମୋବାଇଲ ୟୁଜର୍ସଙ୍କୁ ବଡ଼ ଉପହାର ଦେବାକୁ ନିଷ୍ପତ୍ତି ନେଇଛି। ଏହାରି ଆଧାରରେ ମୋବାଇଲ୍ ୟୁଜର୍ସ ଡିଜନୀ ପ୍ଲସ୍ ହଟଷ୍ଟାରରେ ଏସିଆ … Continue reading କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଏସିଆ କପ୍ ଓ ବିଶ୍ଵକପ୍
Copy and paste this URL into your WordPress site to embed
Copy and paste this code into your site to embed