oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଦୁନିଆରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳେ ଗୋଲ୍ଡେନ୍‌ ବ୍ଲଡ୍, ଏହା ସବୁ ବ୍ଲଡ୍‌ ଗ୍ରୁପ ବ୍ୟକ୍ତିଙ୍କର ବଞ୍ଚାଇ ପାରେ ଜୀବନ

22/01/2022 at 12:29 PM

ନୂଆଦିଲ୍ଲୀ ୨୨।୦୧ : ସାଧରଣତଃ ସମସ୍ତେ ଜାଣନ୍ତି ଯେ ବ୍ଲଡ୍‌ ଗ୍ରୁପ କେବଳ ଚାରିଟି ରହିଛି । କିନ୍ତୁ ଏପରି ଏକ ବ୍ଲଡ ଗ୍ରୁପ ମଧ୍ୟ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । କାରଣ ଏହି ବ୍ଲଡ୍‌ ଗ୍ରୁପ ଖୁବ୍ କମ୍ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ । ଏହି  ମୂଲ୍ୟବାନ ଗୋଲ୍ଡେନ୍‌ ବ୍ଲଡ କେବଳ ଖୁବ୍‌ ଅଳ୍ପ ଲୋକ ଅର୍ଥାତ୍‌ ପୁରା ବିଶ୍ୱରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳିଛି । ତେବେ ଏହି ବ୍ଲଡ ଗ୍ରୁପର ପ୍ରକୃତ ନାମ ହେଉଛି ଆରଏଚ୍‌ ନଲ୍‌ । ଏହା ମୁଲ୍ୟବାନ ହୋଇଥିବା ହେତୁ ବୈଜ୍ଞାନିକମାନେ ଏହାର ନାମ ଗୋଲ୍ନ୍ଡେନ ବ୍ଲଡ୍ ରଖିଛନ୍ତି।

ତେବେ ଏକ ରିପୋର୍ଟ ଅନୁଯାୟୀ, କୁହାଯାଇଛି ଯେ ସାରା ବିଶ୍ୱରେ କେବଳ ଏହି ଗୋଲ୍ଡେନ୍‌ ବ୍ଲଡ ଗ୍ରୁପ ୪୩ ଜଣ ଲୋକଙ୍କ ପାଖରେ ଏହା ଦେଖିବାକୁ ମିଳିଛି । ଏହା ପ୍ରଥମେ ୧୯୬୧ ମସିହାରେ ଚିହ୍ନଟ କରାଯାଇଥିଲା । ଯେତେବେଳେ ଜଣେ ସ୍ଥାନୀୟ ଅଷ୍ଟ୍ରେଲୀୟ ଗର୍ଭବତୀ ମହିଳାଙ୍କ ରକ୍ତ ନମୁନାର ପରୀକ୍ଷା କରାଯାଇଥିଲା। ଏହି ରକ୍ତ ଅତ୍ୟନ୍ତ ଉପଯୋଗୀ, କାରଣ ଦରକାର ପଡିଲେ ଏହା ଯେକୌଣସି ବ୍ଲଡ ଗ୍ରୁପ ପାଇଁ ଆବଶ୍ୟକ ହୋଇପାରେ । ଏହି ବ୍ଲଡ ସେହି ଲୋକଙ୍କ ଶରୀରରେ ମିଳିଥାଏ ଯାହାର ଆରଏଚ୍‌ ଫ୍ୟାକ୍ଟର୍ ଶୂନ୍ୟ ହୋଇଥାଏ ।

ଏହା ଲୋହିତ ରକ୍ତ କଣିକାରୁ ମିଳୁଥିବା ଆରଏଚ୍‌ ଫ୍ୟାକ୍ଟର୍ ହେଉଛି ଏକ ବିଶେଷ ପ୍ରକାରର ପ୍ରୋଟିନ୍। ଯଦି ଏହି ପ୍ରୋଟିନ୍ ଆରବିସିରେ ରହିଥାଏ, ତେବେ ବ୍ଲଡ ଆରଏଚ୍‌ ପଜିଟିଭ୍ ହୋଇଥାଏ । କିନ୍ତୁ ଯଦି ଏହି ପ୍ରୋଟିନ୍ ସେହି ସମୟରେ ନଥାଏ ତାହାଲେ ବ୍ଲଡ ଆରଏଚ୍‌ ନେଗେଟିଭ୍‌ ହୋଇଥାଏ । ଏଥିପାଇଁ ଏହି ପ୍ରୋଟିନକୁ ଆରଏଚ୍‌ ଆଣ୍ଟିଜେନ୍‌ ମଧ୍ୟ ଆଣ୍ଟିଜେନ କୁହାଯାଏ ।

   Related Posts