vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ସୁନାର ରାସ୍ତା ଭୁବନେଶ୍ୱର : Bigstory Followup

1/09/2018 at 2:24 AM

ଭୁବନେଶ୍ୱର ୧/୯ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସୁନା ଚୋରିର ମାଧ୍ୟମ ହୋଇପଡିଛି | ଗତ ୧୦ ମାସ ଭିତରେ ୧୨ କେଜିରୁ ଅଧିକ ସୁନା ଜବତ କରିଛି ଅବକାରୀ ବିଭାଗ | ଗତକାଲି ମଧ୍ୟ ଜବତ ହୋଇଛି ୩୪୦ ଗ୍ରାମ ସୁନା | ବିଦେଶରୁ ଚୋରାରେ ଆସୁଛି କୋଟି କୋଟି ଟଙ୍କାର ସୁନା | ବିଭିନ୍ନ ଉପାୟରେ ଚାଲାଣ ଚାଲାଣ ହେଉଛି କୋଟି କୋଟି ଟଙ୍କାର ସୁନା | ଗତ ମେ ମାସରେ ଜବତ ହୋଇଥିଲା ସର୍ବାଧିକ ୫କେଜି ୮୨୦ ଗ୍ରାମ ସୁନା | ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ହେବା ପରେ ଏଭଳି ଘଟଣା ଦେଖିବାକୁ ମିଳୁଛି | ଏଭଳି ଘଟଣା କଷ୍ଟମ ବିଭାଗର ଚିନ୍ତା ବଢ଼ାଇ ଦେଇଛି | ବ୍ୟାଙ୍କକ ଓ କଲାଲମ୍ପୁର ଦେଇ ଆସୁଛି ଚୋରା ସୁନା |

   Related Posts