ପୋଲିସ ପଞ୍ଝାରେ ଗହଣା ଚୋରି ରାକେଟ୍ : ୨ କିଲୋ ସୁନା ଅଳଙ୍କାର ଜବତ, ୫ ଅଟକ

ବ୍ରହ୍ମପୁର ୩।୧୦: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ପୋଲିସ ପଞ୍ଝାରେ ଗହଣା ଚୋରି ରାକେଟ୍ । ଦୁଇ କିଲୋ ୭୦୦ ଗ୍ରାମ ଗହଣା ଓ ୨୬ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୫ ଜଣ ଅଟକ ଅଛନ୍ତି ।‌ ବ୍ରହ୍ମପୁର ନିମଖଣ୍ଡି ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏକ ବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ପୋଲିସ ଏକ ବଡ଼ ଗହଣା ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ … Continue reading ପୋଲିସ ପଞ୍ଝାରେ ଗହଣା ଚୋରି ରାକେଟ୍ : ୨ କିଲୋ ସୁନା ଅଳଙ୍କାର ଜବତ, ୫ ଅଟକ