ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ, ଜଣେ ଅଟକ

22/12/2018 at 3:55 PM

ଭୁବନେଶ୍ବର ୨୨|୧୨: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଜଣେ ଯାତ୍ରୀଙ୍କଠାରୁ ୨୫୪ଗ୍ରାମ ସୁନା ଜବତ କରିଛି ବିମାନବନ୍ଦରର କଷ୍ଟମ ବିଭାଗ । ଯାତ୍ରୀ ଜଣଙ୍କ ମାଲେସିଆରୁ ଚୋରା ସୁନା ଆଣି ବିମାନରେ ଆସିଥିଲେ । ଯାତ୍ରୀ ଜଣଙ୍କଠାରୁ ସୁନା ଜବତ କରିବା ସହ ତାଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ପୂର୍ବରୁ ମଧ୍ୟ ଏହିଭଳି ଭୁବନେସ୍ବର ବିମାନବନ୍ଦରରୁ ଯାତ୍ରୀଙ୍କଠାରୁ ସୁନା ଜବତ ହୋଇଛି ।

   Related Posts