ଭୁବନେଶ୍ବର ୨୨|୧୨: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଜଣେ ଯାତ୍ରୀଙ୍କଠାରୁ ୨୫୪ଗ୍ରାମ ସୁନା ଜବତ କରିଛି ବିମାନବନ୍ଦରର କଷ୍ଟମ ବିଭାଗ । ଯାତ୍ରୀ ଜଣଙ୍କ ମାଲେସିଆରୁ ଚୋରା ସୁନା ଆଣି ବିମାନରେ ଆସିଥିଲେ । ଯାତ୍ରୀ ଜଣଙ୍କଠାରୁ ସୁନା ଜବତ କରିବା ସହ ତାଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ପୂର୍ବରୁ ମଧ୍ୟ ଏହିଭଳି ଭୁବନେସ୍ବର ବିମାନବନ୍ଦରରୁ ଯାତ୍ରୀଙ୍କଠାରୁ ସୁନା ଜବତ ହୋଇଛି ।
ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖ...