oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

କମିଲା ସୁନା ଓ ରୂପା ଦର: ଜାଣନ୍ତୁ ରାଜଧାନୀରେ କେତେ ରହିଛି ଦାମ

14/12/2020 at 7:51 PM

ନୂଆଦିଲ୍ଲୀ ୧୪/୧୨ : ଏଚଡିଏଫସି ସିକ୍ୟୁରିଟିଜ୍ ମୁତାବିକ ସୋମବାର ରାଜଧାନୀ ଦିଲ୍ଲୀରେ ସୁନାର ଦାମରେ ପରିବର୍ତ୍ତନ ହୋଇଛି । ସୁନା ପ୍ରତି ୧୦ ଗ୍ରାମ ପିଛା ୪୬୦ ଟଙ୍କା ହ୍ରାସପାଇ ୪୮ ହଜାର ୩୭୧ ଟଙ୍କା ରହିଛି । ପୂର୍ବରୁ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୮ ହଜାର ୮୩୧ ଟଙ୍କା ରହିଥିଲା ।

ସେହିଭଳି ରୂପା ଦାମରେ ମଧ୍ୟ କିଛିଟା ପରିବର୍ତ୍ତନ ହୋଇଛି । ରୂପା ଦାମ ୬୨୯ ଟଙ୍କା ହ୍ରାସ ପାଇ କିଲୋ ପ୍ରତି ୬୨ ହଜାର ୪୬୯ ଟଙ୍କା ରହିଛି । ପୂର୍ବରୁ ଏହାର ଦାମ କିଲୋପ୍ରତି  ୬୩ ହଜାର ୯୮ ଟଙ୍କା ରହିଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ଅଧିକାରୀ ତପନ ପଟେଲ କହିଛନ୍ତି ​‌ଯେ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ ୪୬୦ ଟଙ୍କା ହ୍ରାସ ପାଇଛି । କାରବାର ବେଳେ ଡଲାର ତୁଳନାରେ ମୂଦ୍ରାର ମୂଲ୍ୟ ୫ ପଇସା ବୃଦ୍ଧି ପାଇଛି । ସେହିପରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ୧୮୩୦ ଡଲାର ପ୍ରତି ଅନ୍ସ ରହିଥିବା । ସେହିପରି ରୂପା ଦାମ ୨୩.୮୨ ଡଲାର ପ୍ରତି ଅନ୍ସ ରହିଛି ।

   Related Posts