oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

SBI ଲକରରୁ ସୁନା ଚୋରି ଅଭିଯୋଗ, ଏତଲା ଦେଲେ ମ୍ୟାନେଜର

14/01/2022 at 2:00 PM

ଲକ୍ଷ୍ମୀପୁର ୧୪।୧: ବ୍ୟାଙ୍କ ଲକରରୁ ସୁନା ଚୋରି । ଲକ୍ଷ୍ମୀପୁର SBI ଶାଖାରୁ ୧ କେଜି ୬୦୦ ଗ୍ରାମ ସୁନା ଚୋରୀ ଅଭିଯୋଗ ହୋଇଛି । ଏ ନେଇ ଲକ୍ଷ୍ମୀପୁର ଥାନାରେ ଏତଲା ଦେଇଛନ୍ତି SBI ମ୍ୟାନେଜର । ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଲକ୍ଷ୍ମୀପୁର SDPO ଅଶ୍ବିନୀ ନାୟକ ସୂଚନା ଦେଇଛନ୍ତି । ସିସିଟିଭି ଆଧାରରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଜାରି ରହିଛି ବୋଲି ଲକ୍ଷ୍ମୀପୁର SDPO ବୋଲି କହିଛନ୍ତି ।

   Related Posts