ବିନିକା ୦୬।୧୨ : ସୋନପୁର ଜିଲ୍ଲା ବିନିକାରେ ଗୋକୁଲାଷ୍ଟମୀ ଯାତ୍ରା ଉଦ୍ଘାଟିତ । ପୂର୍ବ ପରମ୍ପରା ରୀତି ଅନୁସାରେ ବିନିକା ସହର କଂସାରିପଡା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ଓ ପୂର୍ଣ୍ଣମାସୀ ଯୁବକ ସଂଘ ପକ୍ଷରୁ ୨୪୦ ବର୍ଷ ହେବ ଗୋକୁଳାଷ୍ଟମୀ ଯାତ୍ରୀ ହୋଇଆସୁଛି । ଏହି ଯାତ୍ରାରେ କୃଷ୍ଣଙ୍କ ଜନ୍ମ ଦିନ ଠାରୁ ଲୀଳଖେଳାକୁ ନୃତ୍ୟୁ ଗୀତ ସହ ଗୀତିନାଟ୍ୟରେ ଲୋକଙ୍କୁ ଦେଖାଯାଇଥାଏ । ଏହି ଯାତ୍ରାରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଗୋକୁଳାଷ୍ଟମୀ ଯାତ୍ରା ସହ ବେଶ୍ ଜମୁଛି କଂସ ଦରବାରର ଆସର । ମଙ୍ଗଳବାର ଦିନ କଂସ ଦରବାରର ଶୁଭ ଉଦ୍ଘାଟନ ହୋଇଯାଇଛି ।
ମୋଦିଙ୍କୁ ଥରୁରଙ୍କ ତାରିଫ ହଜମ କରିପାରିଲାନି କଂଗ୍ରେସ...
