oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ପାଇଖାନାରେ ଫସିଥିଲା ଗୋଧି, ୩ ଘଣ୍ଟାର ପରିଶ୍ରମ ପରେ ହେଲା ଉଦ୍ଧାର

8/08/2021 at 10:22 AM

ଭୁବନେଶ୍ୱର ୦୮।୦୮: ପାଇଖାନାରେ ଫସିଲା ଗୋଧି । ୩ ଘଣ୍ଟା ପରେ  ପ୍ୟାନ୍ କୁ ଭାଙ୍ଗି ଉଦ୍ଧାର  କଲେ ସ୍ନେକ ହେଲ୍ପଲାଇନ ।ବାଣୀ ବିହାର ପରିସରରେ ଆଇନ ବିଭାଗର ପ୍ରଫେସର ବିନୟ  ଦାସଙ୍କ ଆଉଟ ହାଉସରେ ଥିବା ପାଇଖାନାରେ ପ୍ୟାନ୍ ରେ ଏକ ଗୋଧି ପସିଯାଇଥିଲା ।  ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆଗଲା । ପ୍ରଥମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୂତାର ଘଟଣା ସ୍ଥଳରେ ପହଞ୍ଚି ବହୁତ ଚେଷ୍ଟା କରିବା ପରେ ମଧ୍ୟ ଗୋଧି ଟିକୁ ବାହାର କରି ପାରିଲେ ନାହିଁ । ଶେଷରେ ପାଇଖାନା ପ୍ୟାନ୍ ଟିକୁ ଭାଙ୍ଗିବା  ସହ  ଏକ ଘଣ୍ଟାରୁ ଉର୍ଦ୍ଧ ସମୟର ପରିଶ୍ରମ କରିବା ପରେ ଗୋଧିଟିକୁ ଧୀରେ ଧୀରେ ବାହାରକୁ ଆଣିଥିଲେ । ଗୋଧିଟିକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ଅନ୍ୟ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି ।

   Related Posts