ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା, ମହାଲିଙ୍ଗ ଆଞ୍ଚଳିକ କଲେଜରେ କ୍ରାଇମବ୍ରାଞ୍ଚ ତନାଘନା

Published By : Prameya-News7 Bureau | December 24, 2022 IST

ଧର୍ମଗଡ ୨୪/୧୨: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । ମହାଲିଙ୍ଗ ଆଞ୍ଚଳିକ କଲେଜରେ କ୍ରାଇମବ୍ରାଞ୍ଚ ଟିମ୍ । ଗୋବିନ୍ଦ ସାହୁ ଚିଠିକୁ ନେଇ ତଦନ୍ତ କରୁଥିବା ସୂଚନା । ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ ।

କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଟିମ୍‌ର ତଦନ୍ତ ଆରମ୍ଭ ହୋଇଛି । କଲେଜର ସଂପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନସିପାଲ ଜୟଦେବ ମିଶ୍ରଙ୍କ ଉପସ୍ଥିତିରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ପାଇଁ ଆଜି କ୍ରାଇମବ୍ରାଞ୍ଚ ଟିମ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟକୁ ପହଚିଛନ୍ତି ।

କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ଏକ ଦଳ ଆସିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ତଦନ୍ତ ସମୟରେ କଲେଜର ସଂପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନସିପାଲ ଜୟଦେବ ମିଶ୍ର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.