suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଓଡ଼ିଶାରେ ଆରମ୍ଭ ହେଲା ଛେଳି କୃତ୍ରିମ ପ୍ରଜନନ

9/12/2022 at 11:28 PM

ଭୁବନେଶ୍ୱର ୦୯/୧୨: ରାଜ୍ୟରେ ଆରମ୍ଭ ହେଲା ଛେଳିଙ୍କ କୃତିମ ପ୍ରଜଜନ କାର୍ଯ୍ୟକ୍ରମ। ଓଡ଼ିଶାର ୩୦ଟି ଜିଲ୍ଲାରେ ୫୬୫ଟି ଫିଲଡ ଏଆଇ ସେଣ୍ଟର ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେବ। ଆମ ରାଜ୍ୟରେ ଥିବା ବ୍ଲାକ ବେଞ୍ଜଲ ଓ ଗଞ୍ଜାମ ପ୍ରଜାତି ଛେଳିଙ୍କ ଶୁକ୍ର ବ୍ୟବହାର କରି କୃତିମ ପ୍ରଜନନ କରିବାକୁ ଲକ୍ଷ ରହିଛି। ଏହି କାର୍ଯ୍ୟକ୍ରମ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ବିକାଶ ଦିଗରେ ଏହା ବେଶ ଉପାଦେୟ ହେବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

   Related Posts