ଓଡ଼ିଶାରେ ଆରମ୍ଭ ହେଲା ଛେଳି କୃତ୍ରିମ ପ୍ରଜନନ

Published By : Prameya-News7 Bureau | December 09, 2022 IST

ଭୁବନେଶ୍ୱର ୦୯/୧୨: ରାଜ୍ୟରେ ଆରମ୍ଭ ହେଲା ଛେଳିଙ୍କ କୃତିମ ପ୍ରଜଜନ କାର୍ଯ୍ୟକ୍ରମ। ଓଡ଼ିଶାର ୩୦ଟି ଜିଲ୍ଲାରେ ୫୬୫ଟି ଫିଲଡ ଏଆଇ ସେଣ୍ଟର ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେବ। ଆମ ରାଜ୍ୟରେ ଥିବା ବ୍ଲାକ ବେଞ୍ଜଲ ଓ ଗଞ୍ଜାମ ପ୍ରଜାତି ଛେଳିଙ୍କ ଶୁକ୍ର ବ୍ୟବହାର କରି କୃତିମ ପ୍ରଜନନ କରିବାକୁ ଲକ୍ଷ ରହିଛି। ଏହି କାର୍ଯ୍ୟକ୍ରମ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ବିକାଶ ଦିଗରେ ଏହା ବେଶ ଉପାଦେୟ ହେବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.