ଗୋଆ ୧୭/୩ : ବିଗତ କିଛି ମାସ ହେଲା ଗୋଆ ମୁଖ୍ୟମନ୍ତ୍ରୀ ମଣିଛତ୍ର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ | ଗୋଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପାରିକରଙ୍କ ଚିକିତ୍ସା ଚାଲିଛି | ୬୩ ବର୍ଷା ବୟସ୍କ ପାରିକର ଗମ୍ଭୀର ରୋଗରେ ପଡିଛନ୍ତି | ଆମେରିକା ଶହ ଦିଲ୍ଲୀ ଏମ୍ସ ଏବଂ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି | ଏଭଳି ଅବସ୍ଥାରେ ମଧ୍ୟ ପ୍ରତିକାର ଗୋଆର ବଜେଟ ଉପସ୍ଥାପନା କରିଥିଲେ |
wp:core-embed/twitter {"url":"https://twitter.com/ANI/status/1107273839401156615","type":"rich","providerNameSlug":"twitter","className":""} /wp:core-embed/twitter
ରାଜନୈତିକ ସଙ୍କଟ ମଧ୍ୟରେ ଗୋଆରେ ଶନିବାର ଦିନ ବିଜେପି ବିଧାୟକ ଏବଂ ଦଳର କୋର କମିଟି ସଦସ୍ୟ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ | ଏହି ଆଲୋଚନାରେ ପାରିକରଙ୍କ ଖରାପ ସ୍ୱାସ୍ଥ୍ୟ ନେଇ ଚର୍ଚ୍ଚା ହୋଇଥିଲା | ଶନିବାର ସକାଳେ ପାରିକରଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା |