ବୋଲ୍ଡ ଫଟୋ ସେୟାର କଲେ ଅଧ୍ୟୟନ ସୁମନଙ୍କ ଗାର୍ଲଫ୍ରେଣ୍ଡ : ସୋସିଆଲ ମିଡିଆରେ ହେଲା ଭାଇରାଲ୍

Published By : Prameya-News7 Bureau | January 11, 2020 IST

ମୁମ୍ବାଇ ୧୧/୧: ବଲିଉଡ ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନ ଫିଲ୍ମ ଜଗତରୁ ଦୂରରେ ଅଛନ୍ତି କିନ୍ତୁ ସୋସିଆଲ ମିଡିଆରେ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅଧ୍ୟୟନ ନିଜର ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ କଙ୍ଗନା ରଣଓ୍ବତଙ୍କୁ ମଧ୍ୟ ଡେଟ୍ କରିଥିଲେ।

{"id":209841,"width":584,"height":461,"sizeSlug":"large"}

ଉଭୟଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚାରେ ଆସିଥିଲା। କିନ୍ତୁ କିଛି ଦିନ ପରେ ଉଭୟଙ୍କ ବ୍ରେକ୍ ଅପ୍ ହୋଇଯାଇଥିଲା। ଏବେ ଅଧ୍ୟୟନ ତାଙ୍କ ଜୀବନରେ ବହୁତ ଆଗେଇ ଗଲେଣି। ଏବେ ସେ ଅଭିନେତ୍ରୀ ମାୟେରା ମିଶ୍ରଙ୍କୁ ଡେଟ୍ କରୁଛନ୍ତି।

{"id":209842,"sizeSlug":"large"}

ମାୟେରା ପପୁଲାର୍ ରିୟଲିଟି ଟିଭି ଶୋ ସ୍ପିଟସଭିଲ୍ଲାରେ ନଜର ଆସିଛନ୍ତି। ଏଥିରେ ତାଙ୍କ ନାଁ ଆଉ ଜଣେ ଅନ୍ୟ ପ୍ରତିଯୋଗୀ ସିମ୍ବାଙ୍କ ସହ ଯୋଡ଼ା ଯାଇଥିଲା। ମାୟେରା ଏବଂ ଅଧ୍ୟୟନଙ୍କ ଏକ ଆଲବମ୍ ଗୀତ ‘ସୋଣିଓ ୨.୦’ ରିଲିଜ ହୋଇଥିଲା ଯାହା ଏକ ଇମୋସନାଲ ଗୀତ ଥିଲା।

{"id":209843,"sizeSlug":"large"}

ଅଧ୍ୟୟନ ସୁମନ ନିଜ ଇନଷ୍ଟାଗ୍ରାମରେ ଗାର୍ଲଫ୍ରେଣ୍ଡଙ୍କ ସହ କିଛି ରୋମାଣ୍ଟିକ୍ ଫଟୋ ମଧ୍ୟ ସେୟାର କରିଛନ୍ତି। ମାୟେରା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ ନିଜର ବୋଲ୍ଡ ଫଟୋ ସେୟାର କରିଥାଆନ୍ତି।

{"id":209844,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.