ଅଧକିଲୋ ପ୍ଲାଷ୍ଟିକ ଦେଲେ ମିଳିବ ଆହାର

Published By : Prameya-News7 Bureau | December 14, 2019 IST

ଭୁବନେଶ୍ୱର ୧୪।୧୨ - ଏବେ ଅଧକିଲୋ ପ୍ଲାଷ୍ଟିକ ଦେଲେ ପେଟପୁରା ମଧ୍ୟାହ୍ନ ଭୋଜନ ମିଳିବ । ବିଭିନ୍ନ ଆହାର କେନ୍ଦ୍ରରେ ଏବେ ଅଧ କିଲୋ ପ୍ଲାଷ୍ଟିକ୍‌ ଦେଲେ ମାଗଣାରେ ଗୋଟିଏ ଆହାର ପ୍ଲେଟ ମିଳିବ ।

{"id":197714,"sizeSlug":"large"}

ଭୁବେନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଏମ୍‌ସି ଓ ୟୁଏନ୍‌ଡିପିର ମିଳିତ ପଦକ୍ଷେପରେ ଏହି ଯୋଜନା ଆରମ୍ଭ କରାଯାଇଛି। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏପରି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ।

{"id":197715,"width":569,"height":341,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.