ରାଜ୍ୟ ବାହାରକୁ ଚାଲାଣ ବେଳେ ୧୯ ଯୁବତୀ ଉଦ୍ଧାର
31/05/2018 at 5:09 AM

ରାଜ୍ୟ ବାହାରକୁ ଚାଲାଣ ବେଳେ ୧୯ ଯୁବତୀ ଉଦ୍ଧାର । ଏମାନଙ୍କୁ ଉଦ୍ଧାର କରିଛି ବୋରିଗୁମ୍ମା ପୋଲିସ । ସେମାନଙ୍କ ମଧ୍ୟରେ ୧୩ ଜଣ ନାବାଳିକା ଥିବା ସୂଚନା ମିଳିଛି । ୧୯ ଜଣ ଉମରକୋଟରୁ ବିଜୟନଗରମ ଚାଲାଣ ହେଉଥିଲେ । ଏଥିରେ ସମ୍ପୃକ୍ତ ଥିବା ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପେ।ଲିସ । ତେବେ ଏମାନଙ୍କୁ ଦକ୍ଷତା ତାଲିମ ବାହାନାରେ ରାଜ୍ୟ ବାହାରକୁ ନେଇ ଅନୈତିକ କାର୍ଯ୍ୟରେ ଲଗାଇବାକୁ ଦଲାଲ ଚେଷ୍ଟା କରୁଥିବା ସନ୍ଦେହ କରାଯାଉଛି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022