ଭୁବନେଶ୍ବର ଭରତପୁର ସ୍ଥିତ ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ ରିସର୍ଚ୍ଚ ଅନୁଷ୍ଠାନରେ ଛାତ୍ରୀ ନିର୍ଯାତନା ଅଭିଯୋଗ
6/10/2018 at 9:22 PM

ଭୁବନେଶ୍ଵର୦୬/୧୦- ଭୁବନେଶ୍ବର ଭରତପୁର ସ୍ଥିତ ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ ରିସର୍ଚ୍ଚ ଅନୁଷ୍ଠାନରେ ଛାତ୍ରୀ ନିର୍ଯାତନା ଅଭିଯୋଗ । ନ୍ୟାୟ ଦାବିରେ ଥାନା ପରିସରରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଅନୁଷ୍ଠାନର ମାଲିକ କୋଦଣ୍ଡ ସାହୁ ଖଣ୍ଡଗିରି ଥାନାରେ ଅଟକ । କୋଦଣ୍ଡ ସାହୁଙ୍କ ନାଁରେ ଖଣ୍ଡଗିରି ଥାନା ମାମଲା ରୁଜୁ ।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023