LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଥାନାରେ ଯୁବତୀଙ୍କୁ ମାଡ ; ସୋସିଆଲ ମିଡ଼ିଆର ଭିଡିଓ ଭାଇରାଲ

12/05/2018 at 3:10 PM

କିଏ ସତ କହୁଛି ? ପୋଲିସ ନା ଯୁବତୀ ଦୁଇ ଜଣ। ଏହି ଘଟଣା ଏବେ ଭିନ୍ନ ମୋଡ ନେଇଛି। ଏହାକୁ ନେଇ ନୟାପଲୀ ପୋଲିସ ଯୁବତୀ ଦୁଇ ହୋଇଛନ୍ତି ମୁହାଁମୁହିଁ । ନୟାପାଲୀ ଥାନା ପୋଲିସ ଯୁବତୀଙ୍କୁ ମାଡ ମାରିବ ଅଭିଯୋଗ ସୋସିଅାଲ ମଡିଅାରେ ଭାଇରାଲ ହେବା। ଯୁବତୀ ଦୁଇଙ୍କୁ ପୋଲିସ ମାଡ ମାରିବା ନେଇ ଦେହରେ କ୍ଷତାକ୍ତ ଥିବା ଫଟୋ ଭାଇରାଲ ହେବା ପରେ ଏଭଳି ପରିସ୍ଥିତି ଉପୁଜିଛି। ସାଲିଅା ସାହିର ଏହି ଦୁଇ ଯୁବତୀଙ୍କ ଅଭିଯୋଗ ମୁତାବକ ଜମି ଜମା ମାମଲାର ଦୁଇ ପରିବାର ମଧ୍ୟରେ ଗଣ୍ଡୋଗଳ ଲାଗିଥିଲା। ଏହାର ସମାଧାନ ନେଇ ପୋଲିସ ସେଠାକୁ ଗତ ୫ ତାରିଖରେ ଯାଇଥିଲେ। ପରେ ସମାଧାନ ଥାନାକୁ ଡାକି ସେମାନଙ୍କୁ ଅମାନୁଷିକଭାବେ ଥାନା ଅଧିକାରୀ ପିଟିଥିଲେ ବୋଲି ସେମାନେ ଦୁଇ ଯୁବତୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ନାୟାପଲୀ ଥାନାର ସବ ଇନ୍ସପେକ୍ଟର ମୀନତୀ କୁମାରୀ ନାୟକ, ଏସ୍ଅାଇ ସସ୍ମିତା ଧଳ, ଏଏସ୍ ଅାଇ ବିନୟ କେର୍କେଟା ଏବଂ ଏସ୍ଅାଇ ଉଦାଳି ଶଙ୍କର ସାହୁ ତାଙ୍କୁ ଉକ୍ତି ଯୁବତୀ ଦ୍ବୟ ଏବଂ ତାଙ୍କ ପରିବାର ଲୋକ ଅାକ୍ରମଣ କରିଥିବା ଲିଖିତ ଅକାରେ ଅଭିଯୋଗ କରିଛନ୍ତି। ଗତ ୫ ତାରିଖରେ ଜମିଜମା ଘଟଣାର ସମାଧାନ ପାଇଁ ଜାଇଥିବା ବେଳେ ପୋଲି ଉପରକୁ ଟେକା ପଥର ଫୋପାଡିବା ସହ ଗାଳିଗୁଲଜ କରିଥିଲେ। ଏପରିକି ସେମାନଙ୍କ ପଛରେ କୁକୁର ଛାଡି ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲେଖ କରିଛନ୍ତି। ଇଏ ହେଉଛି ସେଇ ଏପଅାଅାର କପି। ଯେଉଁଥିରେ ସ୍ପଷ୍ଟ ଭାବେ ଉଲେଖ କରାଯାଇଛି।
ସେପଟେ ଏହି ଘଟଣାକୁ କମିଶନରେଟ ପୋଲିସ ପୋଲି ଗରୁତ୍ବର ସହ ନେଇଛି। ଘଟଣାର ସତ୍ୟାସତ୍ୟ ଜାଣିବା ପୋଲିସ ତଦନ୍ତ ଅାରମ୍ଭ କରିଛି। ଅାଡିସିନାଲ ଡିସିପି ଏଚ୍ଅାରପିସି ରାଜକିଶୋର ପାଇରାୟଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ବ ଦିଅଯାଥିବା ଭୁବନେଶ୍ବର ଡିସିପି କହିଛିନ୍ତି।

Leave a Reply

   Related Posts