ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା, ଓଢ଼ଣୀ ଲଗାଇ ଝୁଲି ପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ

25/08/2022 at 10:23 PM

ଭୁବନେଶ୍ୱର, ୨୫।୮: ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା । ଆଉ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖରବେଳନଗର ଅଂଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଆତ୍ମହତ୍ୟା କରିଥିବା ଯୁବତୀଙ୍କ ନାଁ ସସ୍ମିତା ବାରିକ । ଯୁବତୀଙ୍କ ବୟସ ୨୩ ବର୍ଷ । ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଛନ୍ତି ସସ୍ମିତା ।

ମିଳିଥିବା ସୂଚନା ଅନୁସାରେ ବେକରେ ଓଢଣୀ ଦେଇ ୨୩ ବର୍ଷୀୟ ସସ୍ମିତା ଆତ୍ମହତ୍ୟା କରିଛନ୍ତି । ଖାରବେଳ ନଗର ତାରିଣୀ ବସ୍ତିରେ ପରିବାର ସହ ରାହୁଥିବା ବେଳେ ସସ୍ମିତା ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ଜଣାପଡ଼ିଛି ।

   Related Posts