ମା ତାରିଣୀଙ୍କ ଚଇତି ପର୍ବ ! ମାଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ
14/04/2018 at 6:32 AM

ଘଟଗାଁ ମା ତାରିଣୀ ପୀଠରେ ଧୁମଧାମରେ ପାଳିତ ହେଉଛି ମା ଚଇତି ପର୍ବ | ମା ଙ୍କ ସୁନାବେଶ ଦର୍ଶନ ପାଇଁ ଷଷ୍ଠ ଦିନରେ ୩ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି | ସେଥିପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି | ଭକ୍ତଙ୍କ ଭିଡକୁ ଦେଖି ଆଜି ମାଙ୍କ ପହଡ଼ ପଡ଼ିବନି ବୋଲି ନିଷ୍ପତ୍ତି ନିଆଯାଇଛି | ଭିଡ ନିୟନ୍ତ୍ରଣ ପାଇଁ ୫ପ୍ଲାଟୁନ ପୋଲିସ ଫୋର୍ସ ଓ ୩୦ ଜଣ ଅଫିସର ନିୟୋଜିତ କରାଯାଇଛି |
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023