ଅନ୍ଧାରରେ କ୍ରୀଡ଼ାବିତ ଘାଷିରାମଙ୍କ ଭବିଷ୍ୟତ

Published By : Prameya-News7 Bureau | August 29, 2018 IST

ଅସମୟରେ ଅସ୍ତ ହେବାକୁ ଯାଉଛି ଉଦୀୟମାନ କ୍ରୀଡାବିତଙ୍କ ଭବିଷ୍ୟତ । ଡୋପ୍ ଟେଷ୍ଟରେ ଧରାପଡି ନୀରିହ ଆଦିବାସୀ ଛାତ୍ର ଜଣଙ୍କ ଏବେ ବ୍ରହ୍ମପୁର କ୍ରୀଡା ଛାତ୍ରାବାସରୁ ବିଦା ହୋଇଛନ୍ତି । ହେଲେ ତାଙ୍କର ଯୁକ୍ତିସେ କୌଣସି ଭୁଲ୍ କରିନଥିବା ବେଳେ ତାଙ୍କୁ ଏଥିରେ ଫସାଇ ଦିଆଯାଇ କ୍ୟାରିଅରକୁ ନଷ୍ଟ କରିଦେବାକୁ ଷଡଯନ୍ତ୍ର କରାଯାଇଛି । ଏବେ ନ୍ୟାୟ ଅପେକ୍ଷାରେ ଏହି ଉଦୀୟମାନେ କ୍ରୀଡାବିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.