vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଅନ୍ଧାରରେ କ୍ରୀଡ଼ାବିତ ଘାଷିରାମଙ୍କ ଭବିଷ୍ୟତ

29/08/2018 at 12:07 PM

ଅସମୟରେ ଅସ୍ତ ହେବାକୁ ଯାଉଛି ଉଦୀୟମାନ କ୍ରୀଡାବିତଙ୍କ ଭବିଷ୍ୟତ । ଡୋପ୍ ଟେଷ୍ଟରେ ଧରାପଡି ନୀରିହ ଆଦିବାସୀ ଛାତ୍ର ଜଣଙ୍କ ଏବେ ବ୍ରହ୍ମପୁର କ୍ରୀଡା ଛାତ୍ରାବାସରୁ ବିଦା ହୋଇଛନ୍ତି । ହେଲେ ତାଙ୍କର ଯୁକ୍ତିସେ କୌଣସି ଭୁଲ୍ କରିନଥିବା ବେଳେ ତାଙ୍କୁ ଏଥିରେ ଫସାଇ ଦିଆଯାଇ କ୍ୟାରିଅରକୁ ନଷ୍ଟ କରିଦେବାକୁ ଷଡଯନ୍ତ୍ର କରାଯାଇଛି । ଏବେ ନ୍ୟାୟ ଅପେକ୍ଷାରେ ଏହି ଉଦୀୟମାନେ କ୍ରୀଡାବିତ ।

   Related Posts