oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢୁଛି ମହାନଦୀ ଜଳସ୍ତର, ବାଙ୍କୀ ଗୟଳବାଙ୍କ ଅଞ୍ଚଳରେ ପୁରୁଣା ବନ୍ଧରେ ଘାଇ

15/08/2022 at 11:27 AM

କଟକ ୧୫: ମହାନଦୀର ଜଳସ୍ତର ବଢିବାରୁ ବାଙ୍କୀ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବାଙ୍କୀର ଗୟଳବାଙ୍କ ଅଞ୍ଚଳରେ ନଦୀର ପୁରୁଣା ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଫଳରେ ଚାଷୀଙ୍କ ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହେବା ସହ ଗୟଳବାଙ୍କ ଗାଁରେ ବନ୍ୟାଜଳ ପ୍ରବେଶ କରିବା ଆଶଙ୍କା ସୃଷ୍ଟି ହୋଇଛି ।

ସେପଟେ ମହାନଦୀରେ ବନ୍ୟା ଆସିବାରୁ ବାଙ୍କୀର କଇଁମୁଣ୍ଡି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଗାଁ ଭିତରୁ ଲୋକେ ବାହାରକୁ ଆସିପାରୁ ନାହାଁନ୍ତି ।

   Related Posts