ପ୍ରେମିକର ପ୍ରତାରଣା ସହିନପାରି ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ
15/10/2018 at 11:41 AM

ଭଦ୍ରକ ୧୫/୧୦ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି ଅଘଟଣ | ଜଣେ ପ୍ରେମିକା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି | ପ୍ରେମିକର ପ୍ରତାରଣା ସହିନପାରି ପ୍ରେମିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି |
ଗୁରୁତର ଯୁବତୀଙ୍କୁ ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି |
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023