scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

GETSO କମ୍ପାନୀର ମୁଖ୍ୟ ଗିରଫ, ସୁଧ ଦେବାକୁ କହି ଲୋକଙ୍କୁ ଠକିଥିଲେ

6/07/2023 at 2:36 PM

ଭୁବନେଶ୍ୱର ୦୬।୦୭ :  GETSO କମ୍ପାନୀର ମୁଖ୍ୟ ଗିରଫ । କର୍ଣ୍ଣାଟକରୁ GETSO କମ୍ପାନୀର ମୁଖ୍ୟ N. କ୍ରିଷ୍ଣା ନନ୍ଦଙ୍କୁ ଗିରଫ କଲା ଅର୍ଥନୈତିକ ଅବରୋଧ ଶାଖା (EOW) ।

ଖବର ଅନୁଯାୟୀ,  ଲୋକଙ୍କୁ ପ୍ରତିଦିନ ୬ ପ୍ରତିଶତ ସୁଧ ଦେବା ଲୋଭ ଦେଖାଇ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିଲା । ଭୁବନେଶ୍ବର ନୟାପଲ୍ଲୀର ଦିବ୍ୟଜ୍ୟୋତି କରଙ୍କ ଅଭିଯୋଗକ୍ରମେ କ୍ରିଷ୍ଣା ନନ୍ଦଙ୍କୁ ଗିରଫ କରିଛି EOW । ଓଡିଶାରୁ ଶହେରୁ ଅଧିକ ଲୋକଙ୍କୁ ଏହି କମ୍ପାନୀ ଚୂନ ଲଗାଇଥିବା EOW ସୂଚନା ଦେଇଛି । ଓଡିଶାରୁ ପ୍ରାୟ ୨୬ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଯୋଗେ କମ୍ପାନୀ ମୁଖ୍ୟ କ୍ରିଷ୍ଣା ନନ୍ଦଙ୍କ ପାଖକୁ ଟ୍ରାନ୍ସଫର କରାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

   Related Posts