oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ରାଜସ୍ଥାନ: ଲାଗୁ ହେବ ପୁରୁଣା ପେନସନ ଯୋଜନା, ୨୦୦୪ ପରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ମିଳିବ ଲାଭ

23/02/2022 at 5:24 PM

ଜୟପୁର,୨୩।୨: ରାଜସ୍ଥାନର ଅଶୋକ ଗେହଲଟ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୨୦୦୪ ପରଠାରୁ ନିଯୁକ୍ତ ହୋଇଥିବା ସରକାରୀଙ୍କୁ ମଧ୍ୟ ମିଳିବ ପେନସନ। ପୁରୁଣା ପେନସନ ଯୋଜନା ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କର୍ମଚାରୀଙ୍କ ବେତନ ହ୍ରାସ ନେଇ ୨୦୧୭ର ନିଷ୍ପତ୍ତିକୁ ମଧ୍ୟ ଫେଇବା ନେବା ପାଇଁ ଘୋଷଣା କରିଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ଉପରେ ହଜାରେ କୋଟି ଟଙ୍କାର ବୋଝ ବଢିବ।  

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ‘ଆମେ ସମସ୍ତେ ଜାଣୁ ସରକାରୀ ସେବା ସହ ଜଡିତ କର୍ମଚାରୀ ନିଜ ଭବିଷ୍ୟତ ସୁରକ୍ଷିତ ଅନୁଭବ କରିବା ପରେ ନିଜ ସେବାକାଳରେ ସୁଶାସନ ପାଇଁ ନିଜର ଅମୂଲ୍ୟ ଯୋଜଦାନ ଦେଇପାରିବେ। ଏହି କାରଣରୁ ୨୦୦୪ ଜାନୁଆରୀ ୧ ପରଠାରୁ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଆସନ୍ତା ବର୍ଷରୁ ପୂର୍ବ ପେନସନ ଯୋଜନା ଲାଗୁ ନେଇ ଘୋଷଣା କରୁଛି’।

ବିଶେଷଜ୍ଞ ମତ, ନୂଆ ପେନସନ ଯୋଜନାରେ ସମ୍ପୂର୍ଣ୍ଣ ରୁପେ ସେୟାର ବଜାର ଉପରେ ଆଧାରିତ ହେବା ସହ ବିପଦପୂର୍ଣ୍ଣ। ଏଥିରେ ମହାଙ୍ଗା ଭତ୍ତା ଏବଂ ଅର୍ଥ କମିଶନରଙ୍କ ସୁପାରିସର ଲାଭ ମିଳିବ ନାହିଁ। ଅନ୍ୟପଟେ ପୁରୁଣା ପେନସନ ଯୋଜନାରେ ଅନେକ ସୁବିଧା ରହିଛି । ଏପରିସ୍ଥିତିରେ ଗେହଲଟ ସରକାରଙ୍କ ଏହି ନିଷ୍ପତ୍ତି ମାଷ୍ଟ୍ରରଷ୍ଟୋକ ହୋଇପାରେ। ଉତ୍ତର ପ୍ରଦେଶ ନିର୍ବାଚନରେ ମଧ୍ୟ ପୁରୁଣା ପେନସନ ବଡ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା।

   Related Posts