ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୁରିଲା ୧୨ ଦିନ, ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ

ସୋର ୧୩।୬: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାର ମଙ୍ଗଳବାର ହେଉଛି ୧୨ ଦିନ । ଚଳିତ ମାସ ୨ ତାରିଖ ବାହାନଗା ଷ୍ଟେସନରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି, ଶାନ୍ତି  ନିମନ୍ତେ ରବିବାର ଦଶାହରେ  ମୁଣ୍ଡନ, ସୋମବାର ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ଅଖଣ୍ଡ ନାମଯଜ୍ଞ, ସର୍ବଧର୍ମ ପ୍ରାର୍ଥନା, ବେଦପାଠ, ସମୂହ ଦୀପଦାନ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା । ମଙ୍ଗଳବାର ପାଳନ ହେଉଛି ଦ୍ୱାଦଶାହ ଅର୍ଥାତ ୧୨ ଦିନ । ଏହି ଅବସରରେ … Continue reading ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୁରିଲା ୧୨ ଦିନ, ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ