‘କେତେ କ୍ୟାପ୍‌ଟେନ୍‌ ଆସିବେ ଆଉ ଯିବେ’, କିନ୍ତୁ ଧୋନିଙ୍କ ରେକର୍ଡ ଭାଙ୍ଗିବା ଅସମ୍ଭବ- ଗମ୍ଭୀର

ମୁମ୍ବାଇ ୩୦।୦୯ : ଧୋନି ହିଁ ଜଣେ ମାତ୍ର କ୍ୟାପଟେନ୍‌ । ଯାହାଙ୍କୁ ବି କୌଣସି ଖେଳାଳି ରିପ୍ଲେସ୍‌ କରିପାରିବେ ନାହିଁ । କେତେ ଖେଳାଳି ଆସିବ, ଆଉ କେତେ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ବି ଦିଆଯିବ । କିନ୍ତୁ କୌଣସି ବି ଅଧିନାୟକ ଧୋନିଙ୍କ ରେକର୍ଡ ସହିତ ସମକକ୍ଷ କରିପାରେବିନାହିଁ । ଏପରି ଆମେ କହୁନାହିଁ । ବରଂ ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର କହିଛନ୍ତି । ଷ୍ଟାର ସ୍ପୋର୍ଟସ୍‌ଙ୍କୁ ଦେଇଥିବା ସାକ୍ଷାତକାରରେ … Continue reading ‘କେତେ କ୍ୟାପ୍‌ଟେନ୍‌ ଆସିବେ ଆଉ ଯିବେ’, କିନ୍ତୁ ଧୋନିଙ୍କ ରେକର୍ଡ ଭାଙ୍ଗିବା ଅସମ୍ଭବ- ଗମ୍ଭୀର