ରୋଷେଇ ବେଳେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ; ଅଳ୍ପକେ ବର୍ତ୍ତିରେ ପରିବାରଲୋକ
17/01/2019 at 3:01 PM

କଳାହାଣ୍ଡି ୧୭|୧: କଳାହାଣ୍ଡି କୋକସରା ଡହଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଛି । ରୋଷେଇ ବେଳେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯିବାରୁ ମହେଶ୍ବର ଭରତିଆଙ୍କ ଘର ଭିତରେ ଥିବା ଆସବାପତ୍ର ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ପରିବାର ସଦସ୍ୟ ଅଳ୍ପକେ ବର୍ତିଯ।ଇଛନ୍ତି । ମହେଶ୍ବର ଉଜ୍ଜଳା ଯୋଜନାରେ ରୋଷେଇ ଗ୍ୟାସ ପାଇଥିଲେ ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023