Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ରକ, ରାସ୍ତା କଡ଼ରେ ପଡିଛି ସିଲିଣ୍ଡର

18/09/2023 at 8:38 AM

କଟକ ୧୮।୦୯ : ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ରକ । କଟକ ଶିଖରପୁର ନିକଟରେ ଏକ ଗ୍ୟାସ୍‌ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଖବର ଅନୁଯାୟୀ, ଏଚପି କମ୍ପାନୀର ରନ୍ଧନ ଗ୍ୟାସ ବୋଝେଇ ଟ୍ରକଟି ଓମ୍‌ପି ପଟୁ ଜଗତପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଶିଖରପୁର ଓଭରବ୍ରିଜ ନିକଟରେ ରାସ୍ତା ଅଵସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ ଵୋଝେଇ ସିଲିଣ୍ଡର ଗୁଡିକରୁ ଗ୍ୟାସ ଲିକ୍ ହେଉଛି କି ନାହିଁ, ସେ ସମ୍ପର୍କରେ ପୋଲିସ ପହଞ୍ଚି ଯାଞ୍ଚ କରୁଛି । ଗ୍ୟାସ ଲିକ୍ ପରିସ୍ଥିତି ପାଇଁ ଘଟଣାସ୍ଥଳରେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି।

   Related Posts